ମହିଳା ନେତ୍ରୀ ଚୁପ କାହିଁକି? || Why are women leaders silent? ||
ମହାକାଳପଡ଼ା ସରପଞ୍ଚ ଚାମେଲି ଓଝା ଘଟଣା: ରାଜନୈତିକ ମହଲରେ ଚର୍ଚ୍ଚା, ମହିଳା ନେତ୍ରୀଙ୍କ ନୀରବତା ନେଇ ପ୍ରଶ୍ନ କେନ୍ଦ୍ରପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରୀ ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କେନ୍ଦ୍ର କରି ଘଟିଥିବା ବିବାଦ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଓ ସାମାଜିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଥିବାବେଳେ, ଅନେକଙ୍କ ନଜର ରାଜ୍ୟର ପ୍ରମୁଖ ମହିଳା ନେତ୍ରୀମାନଙ୍କ ଭୂମିକା ଉପରେ ମଧ୍ୟ ରହିଛି। ରାଜ୍ୟ … Continue reading ମହିଳା ନେତ୍ରୀ ଚୁପ କାହିଁକି? || Why are women leaders silent? ||
Copy and paste this URL into your WordPress site to embed
Copy and paste this code into your site to embed