Why are social media so afraid? ।। ସୋସିଆଲ ମିଡ଼ିଆକୁ ଏତେ ଭୟ କାହିଁକି ?

ନେପାଳରେ ସମ୍ପ୍ରତି ଘଟିଥିବା ଘଟଣାକ୍ରମ ସୋସିଆଲ ମିଡ଼ିଆର ଶକ୍ତିକୁ ପୁନର୍ବାର ପ୍ରମାଣିତ କରିଛି । ୨୦୨୫ ସେପ୍ଟେମ୍ବର ୮ ତାରିଖରେ ସରକାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମଗୁଡ଼ିକୁ ବ୍ୟାନ୍ କରିବା ପରେ, ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା, ଯାହା ଦୁର୍ନୀତି ବିରୋଧୀ ଆନ୍ଦୋଳନର ରୂପ ନେଇଥିଲା । ପୋଲିସ୍ ଗୁଳିଚାଳନାରେ ଅତି କମରେ ୧୯ ଜଣ ପ୍ରଦର୍ଶନକାରୀ ମୃତ୍ୟୁବରଣ କରିଥିଲେ ଏବଂ ଶହେରୁ ଅଧିକ ଆହତ ହୋଇଥିଲେ । ଏହି ହିଂସାତ୍ମକ ଘଟଣା ପରେ ସରକାର ସେପ୍ଟେମ୍ବର … Continue reading Why are social media so afraid? ।। ସୋସିଆଲ ମିଡ଼ିଆକୁ ଏତେ ଭୟ କାହିଁକି ?