Whose temple is it? The administration of the temple is now only a court of law ।। ଶ୍ରୀମନ୍ଦିର କାହାର? ଶ୍ରୀମନ୍ଦିର ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭରସା ଏବେ କେବଳ ନ୍ୟାୟାଳୟ?

ଓଡ଼ିଆ ଜାତିର ଅସ୍ମିତା, ବିଶ୍ୱବ୍ରହ୍ମାଣ୍ଡର ଠାକୁର ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ବରଂ କୋଟି କୋଟି ଭକ୍ତଙ୍କ ଭାବବେଗର କେନ୍ଦ୍ର । ଦେଶ-ବିଦେଶରେ ଥିବା ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ନିଜର ଆଧ୍ୟାତ୍ମିକ ଆଶ୍ରୟସ୍ଥଳୀ ମାନନ୍ତି । କିନ୍ତୁ ବିଗତ କିଛି ଦଶନ୍ଧି ଧରି ଏହି ପବିତ୍ର ପୀଠର ପରିଚାଳନା ପଦ୍ଧତିକୁ ନେଇ ଯେଉଁଭଳି ବିତର୍କ ସୃଷ୍ଟି ହୋଇଛି, ତାହା ଅତ୍ୟନ୍ତ ଚିନ୍ତାଜନକ। ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ମୁଖ୍ୟ ପ୍ରଶାସକଙ୍କ ଭୂମିକା ଏବେ … Continue reading Whose temple is it? The administration of the temple is now only a court of law ।। ଶ୍ରୀମନ୍ଦିର କାହାର? ଶ୍ରୀମନ୍ଦିର ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭରସା ଏବେ କେବଳ ନ୍ୟାୟାଳୟ?