Whose property is Naveen? II ନବୀନ କାହାର ସମ୍ପତ୍ତି?

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଆସନରେ ବସିବାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରେକର୍ଡ ସୃଷ୍ଟି କରିଥିବା ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକ ଏବେ ରୋଗରେ ପଡ଼ି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ଖରାପକୁ ନେଇ ସମଗ୍ର ରାଜ୍ୟବାସୀ, ବିଜୁ ଜନତା ଦଳର ନେତା, ପିସିସି ସଭାପତିଙ୍କ ସମେତ ରାଜ୍ୟ ସରକାର ଚିନ୍ତାରେ ଅଛନ୍ତି। ଏଭଳି କ୍ଷେତ୍ରରେ ନବୀନଙ୍କୁ ଗତ ନିର୍ବାଚନ ପୂର୍ବରୁ ଅଦ୍ୟାବଧି ନଜରବନ୍ଦୀ କରି ରଖିଥିବା ତାଙ୍କ କର୍ମଚାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ ତାଙ୍କ … Continue reading Whose property is Naveen? II ନବୀନ କାହାର ସମ୍ପତ୍ତି?