Whose picture is in Srimayi’s ‘Gupta Kavitha’? || ଶ୍ରୀମୟୀଙ୍କ ‘ଗୁପ୍ତ କବିତା’ରେ କାହାର ଚିତ୍ର?

ରାଜନୀତିରେ କେବେ କେବେ ସିଧାସଳଖ ଅଭିଯୋଗ ଅପେକ୍ଷା କାବ୍ୟିକ ପରିପ୍ରକାଶ ଏବଂ ଶ୍ଳେଷାତ୍ମକ ଶବ୍ଦ ଅଧିକ ଘାତକ ହୋଇଥାଏ। ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ଏବେ ଏପରି ଏକ ସ୍ଥିତି ଦେଇ ଗତି କରୁଛି, ଯେଉଁଠାରେ ଦଳର ଆଭ୍ୟନ୍ତରୀଣ କନ୍ଦଳ ଏବେ ସୋସିଆଲ ମିଡିଆରେ ‘କବିତା’ ମାଧ୍ୟମରେ ପଦାରେ ପଡ଼ୁଛି। ଦଳର ପ୍ରତିଷ୍ଠା ଦିବସ ପୂର୍ବରୁ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଏକ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ ଏବେ ଶଙ୍ଖ … Continue reading Whose picture is in Srimayi’s ‘Gupta Kavitha’? || ଶ୍ରୀମୟୀଙ୍କ ‘ଗୁପ୍ତ କବିତା’ରେ କାହାର ଚିତ୍ର?