କାହା ସ୍ୱାର୍ଥରେ ବରମୁଣ୍ଡା ବସଷ୍ଟାଣ୍ଡ? || Whose interest is the Baramuda bus stand?

୧୮୦ କୋଟିର ପ୍ରକଳ୍ପ, ୯୦ ଲକ୍ଷ ମାସିକ ବ୍ୟୟ, ଆୟ ନଗଣ୍ୟ — ଯୋଜନାର ଭୁଲ କି ପ୍ରଶାସନିକ ଅବହେଳା? ଭୁବନେଶ୍ୱର ସହରର ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ବରମୁଣ୍ଡା ଅଞ୍ଚଳ ଦୀର୍ଘଦିନ ଧରି ରାଜ୍ୟର ଅନ୍ତର୍ଜିଲ୍ଲା ଓ ଆନ୍ତର୍ରାଜ୍ୟ ବସ ଯାତାୟାତର ମୁଖ୍ୟ କେନ୍ଦ୍ର ଭାବେ ପରିଚିତ। ଏଠାରେ ନିର୍ମିତ ବାବା ସାହେବ ଭୀମ ରାଓ ଆମ୍ବେଦକର ବସଷ୍ଟାଣ୍ଡକୁ ଏକ ଆଧୁନିକ ଓ ଆକର୍ଷଣୀୟ ଯାତାୟାତ ହବ୍‌ ଭାବେ ପ୍ରଚାର କରାଯାଇଥିଲା। ୧୮୦ କୋଟି ଟଙ୍କାରୁ ଅଧିକ … Continue reading କାହା ସ୍ୱାର୍ଥରେ ବରମୁଣ୍ଡା ବସଷ୍ଟାଣ୍ଡ? || Whose interest is the Baramuda bus stand?