ଗାଁରୁ କାମ ଛଡ଼ାଇ ସହରରେ ଶସ୍ତା ଶ୍ରମିକ କରିବାର ଷଡ଼ଯନ୍ତ୍ର କାହାର? || Whose conspiracy is it to take away jobs from the villages and create cheap labor in the cities?

କୋଭିଡ଼ ଲକଡାଉନ ସମୟର ସେଇ ଛାତିଥରା ଦୃଶ୍ୟ କ’ଣ ଆପଣ ଭୁଲିଗଲେଣି? ହଜାର ହଜାର କିଲୋମିଟର ରାସ୍ତାରେ ଖାଲି ପାଦରେ ଚାଲି ଚାଲି ଘରକୁ ଫେରୁଥିବା ଆମ ଓଡ଼ିଆ ଶ୍ରମିକ ଭାଇଭଉଣୀ… କାଖରେ ଛୁଆ, ମୁଣ୍ଡରେ ଅଖା ପୁଟୁଳି, ଆଉ ଆଖିରେ ଥିଲା ଅନିଶ୍ଚିତ ଭବିଷ୍ୟତର ଭୟ। ସେତେବେଳେ ପ୍ରତିଶ୍ରୁତି ମିଳିଥିଲା— “ଗାଁରେ କାମ ମିଳିବ, ଆଉ କାହାକୁ ଦାଦନ ଖଟିବାକୁ ବାହାରକୁ ଯିବାକୁ ପଡ଼ିବ ନାହିଁ।” କିନ୍ତୁ ଆଜି କ’ଣ ହେଲା? ପୁଣି ସେହି ଭିଡ଼ … Continue reading ଗାଁରୁ କାମ ଛଡ଼ାଇ ସହରରେ ଶସ୍ତା ଶ୍ରମିକ କରିବାର ଷଡ଼ଯନ୍ତ୍ର କାହାର? || Whose conspiracy is it to take away jobs from the villages and create cheap labor in the cities?