Whose Chief Secretary? BJP government or Pandian’s ? ।। କାହାର ମୁଖ୍ୟ ସଚିବ ? ବିଜେପି ସରକାରର ନା ପାଣ୍ଡିଆନଙ୍କର

ଦୁଇ ଦିନ ତଳେ ସରକାର ପ୍ରସାଚନିକ ସ୍ତରରେ ବ୍ୟାପକ ଅଦଳ ବଦଳ କରିଛନ୍ତି । ଏହି ଅଦଳ ବଦଳରେ ଏତେ ବିସଙ୍ଗତି ରହିଛି ଯେ , ରାଜ୍ୟର ମୁଖ୍ୟ ଶାସନ ସଚିବ ଏବେ କେଉଁ ସରକାରର ବୋଲି ପାୱାର କରିଡ଼ରରେ ଚର୍ଚ୍ଚା ହେଉଛି । ଏହି ବଦଳି ନିଦେ୍ର୍ଦଶନାମାରେ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଦକ୍ଷିଣାଞ୍ଚଳ ଆରଡିସି ଭାବେ ବଦଳି କରାଯାଇଛି । ସଂଗ୍ରାମ ମହାପାତ୍ରଙ୍କ ଏହି ବଦଳି ଆଦେଶ ସରକାରଙ୍କ … Continue reading Whose Chief Secretary? BJP government or Pandian’s ? ।। କାହାର ମୁଖ୍ୟ ସଚିବ ? ବିଜେପି ସରକାରର ନା ପାଣ୍ଡିଆନଙ୍କର