କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଯେତେବେଳେ ସେମିଫାଇନାଲ୍ କଥା ଆସେ, ସେତେବେଳେ ସମସ୍ତଙ୍କର ହୃଦସ୍ପନ୍ଦନ କିପରି ବଢ଼ିଯାଏ? ଠିକ୍ ସେହିପରି, ଭାରତୀୟ ରାଜନୀତିରେ ମଧ୍ୟ ବର୍ତ୍ତମାନ ଏମିତି ଏକ ସେମିଫାଇନାଲର ପରିବେଶ ତିଆରି ହୋଇଛି, ଯାହା ଆଗାମୀ ଦିନର ସମ୍ପୂର୍ଣ୍ଣ ଚିତ୍ର ବଦଳାଇ ଦେବ। ୨୦୨୭ର ସେମିଫାଇନାଲ୍ କୁହାଯାଉଥିବା ତିନିଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ—ଉତ୍ତର ପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡର ନିର୍ବାଚନ ସମର । ୟୁପିର ରାଜନୀତିରେ ଏକ ଅଜବ ଧରଣର ଗରମାଗରମ ପରିସ୍ଥିତି ସୃଷ୍ଟି ହୋଇଛି। … Continue reading Who will win the 2027 semi-final? II ୨୦୨୭ର ସେମିଫାଇନାଲ୍ କିଏ ଜିତିବ? ଉତ୍ତର ପ୍ରଦେଶ, ପଞ୍ଜାବ ଓ ଉତ୍ତରାଖଣ୍ଡ ନିର୍ବାଚନ ମହାସମର
Copy and paste this URL into your WordPress site to embed
Copy and paste this code into your site to embed