କାହାର ହେବ ବଙ୍ଗଳା ଗଡ଼? || Who will own the Bengaluru Fort?

ପଶ୍ଚିମବଙ୍ଗ, ଯାହାକୁ କୁହାଯାଏ ଭାରତୀୟ ରାଜନୀତିର ଏପରି ଏକ ଲ୍ୟାବ୍, ଯେଉଁଠି ପ୍ରତି ପାଞ୍ଚବର୍ଷରେ କିଛି ନା କିଛି ନୂଆ ‘ଖେଳ’ ହୁଏ। କିନ୍ତୁ ୨୦୨୬ର ଏହି ବିଧାନସଭା ନିର୍ବାଚନ କେବଳ ଖେଳ ନୁହେଁ, ଏହା ହେଉଛି ବଙ୍ଗଳାର ଅସ୍ତିତ୍ୱର ଲଢ଼େଇ। ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ମତଦାନର ପ୍ରତିଶତ। ପ୍ରାୟ ୯୨ ପ୍ରତିଶତ ଭୋଟ୍! କିଛି ସ୍ଥାନରେ ୯୩ ତ କେଉଁଠି ୯୫ ପ୍ରତିଶତ … Continue reading କାହାର ହେବ ବଙ୍ଗଳା ଗଡ଼? || Who will own the Bengaluru Fort?