ଦିଲ୍ଲୀର ରାଜନୀତିରେ ପୁଣି ଥରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଶ୍ନ ଉଠୁଛି—ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଣ ତାଙ୍କ ତୃତୀୟ ପାଳିର ମନ୍ତ୍ରିମଣ୍ଡଳରେ ପୁଣି ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି? କେବଳ ଖାଲି ପଦ ପୂରଣ ହେବ ନା ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିବ ବଡ଼ ରାଜନୈତିକ ରିସେଟ୍? ଆଉ ସବୁଠାରୁ ବଡ଼ କଥା—ଏଥର କଣ ମୋଦୀଙ୍କ ଟିମ୍ରେ ଯୁବ ଚେହେରାଙ୍କ ସଂଖ୍ୟା ବଢ଼ିବ? ଏହି ସମ୍ଭାବ୍ୟ କ୍ୟାବିନେଟ୍ ଫେରବଦଳକୁ ନେଇ ଅନେକ ଦିଗର … Continue reading ମୋଦୀ କ୍ୟାବିନେଟ୍ରେ କାହାକୁ ମିଳିବ ଦାୟିତ୍ୱ, କାହାର କଟିବ ପାୱାର; ଅମିତ ଶାହାଙ୍କର ନୂଆ ଆକ୍ସନ ପ୍ଲାନ! || Who will get responsibility in Modi cabinet, who will get power; Amit Shah’s new action plan!
Copy and paste this URL into your WordPress site to embed
Copy and paste this code into your site to embed