Who will compensate the party for the losses caused by Manmmatha? ।। ମନ୍ମଥଙ୍କ ଯୋଗୁ ଦଳର କ୍ଷତିକୁ ଭରଣା କରିବ କିଏ?

ବିଜେଡିର ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ବଦନାମ ପାଇଁ ଚାଲିଛି ସୁଚିଷ୍ଠିତ ଷଡ଼ଯନ୍ତ୍ର ଚାଲିଛି। ଦଳର ନବାଗତ ଏପରିକି ଦଳ ପ୍ରତି ସାମାନ୍ୟ ଅବଦାନ ନ ଥିବା ନେତାମାନେ ଦଳର ଏହି ବରିଷ୍ଠ ନେତ୍ରୀଙ୍କ ପ୍ରତି ଅତ୍ୟନ୍ତ ଅପମାନ ସୂଚକ ମନ୍ତବ୍ୟ ଦେଉଛନ୍ତି। ଏହାକୁ ନେଇ ବିଜେଡି ଦୁଇଭାଗ ହେଉଥିବାବେଳେ ଅନେକ କିନ୍ତୁ ଦଳ ପ୍ରତି ଶ୍ରୀମୟୀଙ୍କ ଅବଦାନକୁ ଭୁଲିଯାଉଥିବା ନେଇ କର୍ମୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଶ୍ରୀମୟୀ ଏକଦା ଦଳର ଆଇକନ୍ ଥିଲେ … Continue reading Who will compensate the party for the losses caused by Manmmatha? ।। ମନ୍ମଥଙ୍କ ଯୋଗୁ ଦଳର କ୍ଷତିକୁ ଭରଣା କରିବ କିଏ?