Who will be scapegoat for Sujata? II ସୁଜାତାଙ୍କ ପାଇଁ କିଏ ହେବ ‘ବଳିର ଛେଳି’?

ଆଉ ଛଅମାସ ପରେ ରାଜ୍ୟସଭାରେ ଖାଲି ହେଉଥିବା ଓଡ଼ିଶାର ୪ ଆସନ ଲାଗି ରାଜ୍ୟରେ ନିର୍ବାଚନ ହେବ। ଏହା ପୂର୍ବରୁ ଓଡ଼ିଶାରେ ବି ନୂଆପଡ଼ା ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବ। ହେଲେ ଏ ଭିତରେ ଆଉ ଏକ ବିଧାନସଭା ଆସନରେ ଉପ ନିର୍ବାଚନ ଲାଗି ପ୍ରସ୍ତୁତ ହେଉଛି ବିଜେଡି। ଏହା ପୁଣି ପାଣ୍ଡିଆନ୍‍ଙ୍କ ଧର୍ମପତ୍ନୀ ତଥା ତାମିଲ ବୋହୁ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ବିଜେଡି ଦଳ ସହିତ ରାଜନୀତିରେ ଏଣ୍ଟ୍ରି କରାଇବା ଲାଗି ଯୋଜନା … Continue reading Who will be scapegoat for Sujata? II ସୁଜାତାଙ୍କ ପାଇଁ କିଏ ହେବ ‘ବଳିର ଛେଳି’?