କିଏ ଥିଲା ସେହି ରହସ୍ୟମୟୀ ବୁର୍ଖା ଗର୍ଲ, ଯିଏ ଭାରତରେ ସାଜିଥିଲା ତହବୁରର ଛାଇ?

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା ଅନେକ ଗୋପନ କଥା ଉଗାଳିବାରେ ଲାଗିଛି। ଏନଆଇଏ ମୁଖ୍ୟାଳୟରେ ତାକୁ ଜୋରଦାର ଜେରା କରାଯାଉଛି। ଆତଙ୍କବାଦୀ ତହବୁର ରାଣା ସମ୍ପର୍କରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ ତଦନ୍ତ ଏଜେନ୍ସିଗୁଡ଼ିକର ନଜର ସେହି ରହସ୍ୟମୟୀ ଝିଅ ଉପରେ ରହିଛି, ଯିଏ ଛାୟା ପରି ତହବୁର ରାଣା ସହ ଭାରତରେ ବୁଲୁଥିଲା। ଉତ୍ତରପ୍ରଦେଶର ଆଗ୍ରା ଓ ହାପୁଡ଼ରେ ତହବୁର ରାଣା ଯେଉଁ ରହସ୍ୟମୟୀ ଝିଅ ସହ ଦେଖାଯାଇଥିଲା, ସେ … Continue reading କିଏ ଥିଲା ସେହି ରହସ୍ୟମୟୀ ବୁର୍ଖା ଗର୍ଲ, ଯିଏ ଭାରତରେ ସାଜିଥିଲା ତହବୁରର ଛାଇ?