ଓକିଲାତି ନପଢ଼ି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

supreme court: ଝାଡ଼ଖଣ୍ଡର ଗୋଡ୍ଡାର ବିଜେପି ସାଂସଦ ନିଶିକାନ୍ତ ଦୁବେ ସୁପ୍ରିମ କୋର୍ଟ ଓ ପ୍ରଧାନ ବିଚାରପତି ସଂଜୀବ ଖନ୍ନାଙ୍କ ବିରୁଦ୍ଧରେ ବିବାଦୀୟ ବୟାନ ଦେଇ ରାଜନୈତିକ ଝଡ଼ ସୃଷ୍ଟି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସୁପ୍ରିମ କୋର୍ଟ ନିଜର ସୀମା ଅତିକ୍ରମ କରି ଦେଶରେ ‘ଗୃଗ ଯୁଦ୍ଧକୁ ଉସାକାଉଛନ୍ତି । ତାଙ୍କର ଏହି ବୟାନଠାରୁ ବିଜେପି ନିଜକୁ ଅଲଗା କରିନେଇଛି । ଏହାବାଦ ମଧ୍ୟ ନିଶିକାନ୍ତ ନିଜ ବୟାନ ଉପରେ କାୟମ ଅଛନ୍ତି । … Continue reading ଓକିଲାତି ନପଢ଼ି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି