କିଏ ହାରିଲା-କିଏ ଜିତିଲା? || Who lost and who won?

ଗତକାଲି ରାଜ୍ୟସଭା ନିର୍ବାଚନ ସରିଛି, ଫଳାଫଳ ବି ଆସିଯାଇଛି। ଏହି ନିର୍ବାଚନ ଓଡ଼ିଶା ରାଜନୀତି ଇତିହାସରେ କେବଳ ଏକ ସାମ୍ବିଧାନିକ ପ୍ରକ୍ରିୟା ହୋଇ ରହିନାହିଁ, ବରଂ ଏହା ବିଜେଡି ଶିବିରରେ ଦୀର୍ଘ ଦିନ ଧରି ଚାଲିଥିବା ‘ୱାର୍ ଅଫ୍ ଇଗୋ’ ବା ଅହଂକାରର ଲଢ଼େଇକୁ ସର୍ବସାଧାରଣରେ ଉନ୍ମୋଚିତ କରିଦେଇଛି। ବାହାରକୁ ଏହି ଲଢ଼େଇ ବିଜେଡି ଏବଂ ବିଜେପି ମଧ୍ୟରେ ହେଉଥିବା ପରି ମନେହେଉଥିଲେ ହେଁ, ବାସ୍ତବରେ ଏହା ଥିଲା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ … Continue reading କିଏ ହାରିଲା-କିଏ ଜିତିଲା? || Who lost and who won?