ଚହଲଙ୍କ ଜୀବନରେ କିଏ ଏହି ମିଷ୍ଟ୍ରି ଗାର୍ଲ!
Chahal: ପୁଣିଥରେ ଚର୍ଚ୍ଚାକୁ ଆସିଲେ ଚହଲ । ତାଙ୍କ ଜୀବନରେ ଆସି ଯାଇଛନ୍ତି ଏକ ମିଷ୍ଟ୍ରି ଗାର୍ଲ । ଏବେ ପୁଣି ଚହଲଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ତ ହେଉଛି, ହେଲେ ଏବେ ବଦଳି ଯାଇଛି ପୂର୍ବପତ୍ନୀ ଧନଶ୍ରୀଙ୍କ ଫଟୋ । ତେବେ ସେହି ମିଷ୍ଟ୍ରି ଗାର୍ଲ ହେଉଛନ୍ତି ବେଶ ଲୋକପ୍ରିୟ ଆରଜେ ମହୱାସ୍ । ଗତ କିଛି ଦିନ ଧରି ତାଙ୍କୁ ଚହଲଙ୍କ ସହ ବିଭିନ୍ନ ଜାଗାରେ ଦେଖିବାକୁ ମିଲିଥିଲା। ୨୦୨୫ ଚାମ୍ପିଅନ୍ସ ଟ୍ରଫି … Continue reading ଚହଲଙ୍କ ଜୀବନରେ କିଏ ଏହି ମିଷ୍ଟ୍ରି ଗାର୍ଲ!
Copy and paste this URL into your WordPress site to embed
Copy and paste this code into your site to embed