ବିଜେପି ସରକାରରେ ‘ତୁଗଲକ’ କିଏ? ।। Who is the ‘Tughlaq’ ?

ଭାରତୀୟ ଇତିହାସରେ ଗୋଟିଏ ନାଁ ଆଜି ପର୍ଯ୍ୟନ୍ତ ଉଦାହରଣ ଭାବେ ଉଚ୍ଚାରିତ ହୁଏ— ମହମ୍ମଦ ବିନ୍ ତୁଗଲକ । ୧୩୨୫ରୁ ୧୩୫୧ ପର୍ଯ୍ୟନ୍ତ ଦିଲ୍ଲୀ ସୁଲତାନତର ୧୮ତମ ସୁଲତାନ ଥିବା ତୁଗଲକଙ୍କୁ ଇତିହାସ ଏକ ଅଜବ ପରିଚୟ ଦେଇଛି— “ଜ୍ଞାନୀ ମୂର୍ଖ ”। ତାଙ୍କ ଭିତରେ ଭବିଷ୍ୟତ୍‌ ଦୃଷ୍ଟି ଥିଲା, କିନ୍ତୁ କାର୍ଯ୍ୟାନ୍ୱୟନରେ ଅସଫଳତା ଓ ଅତିରିକ୍ତ ଆତ୍ମବିଶ୍ୱାସ ତାଙ୍କୁ ଲୋକମୁଖରେ ବିଚିତ୍ର ଚରିତ୍ରରେ ପରିଣତ କରିଦେଲା । ଦିଲ୍ଲୀରୁ ଦୌଲତାବାଦ ଏବଂ ପୁଣି ଦୌଲତାବାଦରୁ ଦିଲ୍ଲୀକୁ … Continue reading ବିଜେପି ସରକାରରେ ‘ତୁଗଲକ’ କିଏ? ।। Who is the ‘Tughlaq’ ?