“Who is the traitor here?” ।। “କିଏ ଏଠି ବିଶ୍ୱାସଘାତକ?”

ଓଡ଼ିଶାର ରାଜନୀତିରେ ଏମିତି କିଛି ମୁହୂର୍ତ୍ତ ଆସେ, ଯେଉଁଠି ପ୍ରଶ୍ନଟି ଘଟଣାଠାରୁ ବଡ଼ ହୋଇଯାଏ। “କିଏ ଏଠି ବିଶ୍ୱାସଘାତକ?”—ଏହି ପ୍ରଶ୍ନ ଆଜି କେବଳ ଗୋଟିଏ ଟ୍ୱିଟ୍, ଗୋଟିଏ ଫେସବୁକ ପୋଷ୍ଟ ବା ଗୋଟିଏ ରାଜନୈତିକ ବକ୍ତବ୍ୟ ନୁହେଁ; ଏହା ଏକ ଗଭୀର ରାଜନୈତିକ ସଙ୍କେତ। ଏବଂ ଏହି ପ୍ରଶ୍ନଟି ଯିଏ ଉଠାଇଛନ୍ତି, ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଶ୍ରୀମୟୀ ମିଶ୍ର। ଦୀର୍ଘ ସମୟ ଧରି ବିଜୁ ଜନତା ଦଳରେ ଥିବା ଏହି ନେତ୍ରୀ, ଦଳରୁ … Continue reading “Who is the traitor here?” ।। “କିଏ ଏଠି ବିଶ୍ୱାସଘାତକ?”