ଚୋର କିଏ? || Who is the thief?

ଯଦି ରାଜ୍ୟର ସବୁଠାରୁ ସୁରକ୍ଷିତ ଏବଂ ସର୍ବୋଚ୍ଚ ପ୍ରଶାସନିକ କାର୍ଯ୍ୟାଳୟ ଭିତରୁ ହିଁ ଅତି ସମ୍ବେଦନଶୀଳ ସରକାରୀ ଦସ୍ତାବିଜ୍ ଚୋରି ହୋଇଯାଏ, ତେବେ ସାଧାରଣ ଜନତା ସୁରକ୍ଷା ପାଇଁ କାହା ଉପରେ ଭରସା କରିବେ? ଓଡ଼ିଶା ପ୍ରଶାସନିକ ଏବଂ ରାଜନୈତିକ ଇତିହାସରେ ଏବେ ଏକ ଏଭଳି ସେନ୍ସେସନାଲ୍ ମାମଲା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅର୍ଥାତ୍ CMO ରୁ ଦୁଇ ଦୁଇଟି ଅତି ଗୁରୁତ୍ୱପୂର୍ଣ୍ଣ ଜୁଡିସିଆଲ୍ … Continue reading ଚୋର କିଏ? || Who is the thief?