କାହା ଛତ୍ରଛାୟାରେ ଏସସିବି ସୁପରିଟେଣ୍ଡେଣ୍ଟ! || Who is the SCB Superintendent under?

ଓଡ଼ିଶାର କୋଣ ଅନୁକୋଣରୁ ଗରିବ ଓ ଅସହାୟ ରୋଗୀଟିଏ ଶେଷ ଭରସା ନେଇ ଧାଇଁ ଆସେ କଟକ ବଡ଼ ଡାକ୍ତରଖାନା ବା ଏସସିବିକୁ। କିନ୍ତୁ ଆଜି ଏହି ସ୍ୱାସ୍ଥ୍ୟ ସେବାର ମନ୍ଦିର ବିଭ୍ରାଟ, ଅଘଟଣ ଏବଂ ପ୍ରଶାସନିକ ଦାୟିତ୍ୱହୀନତାର ଏକ ପେଣ୍ଠସ୍ଥଳୀରେ ପରିଣତ ହୋଇଛି। ଟ୍ରମା କେୟାରରେ ଭୟଙ୍କର ଅଗ୍ନିକାଣ୍ଡଠାରୁ ଆରମ୍ଭ କରି ଆଇସିୟୁ ବେଡ୍‌ରୁ ରୋଗୀ ଖସି ପଡ଼ିବା ପର୍ଯ୍ୟନ୍ତ—ଏସସିବିର ପ୍ରତିଟି ଘଟଣା ଏବେ ସରକାରୀ ବ୍ୟବସ୍ଥାର ଅସଲ ମୁଖା ଖୋଲି ଦେଇଛି। ଏହି ସମସ୍ତ … Continue reading କାହା ଛତ୍ରଛାୟାରେ ଏସସିବି ସୁପରିଟେଣ୍ଡେଣ୍ଟ! || Who is the SCB Superintendent under?