ରାଜ୍ୟର କ୍ଷମତା କେନ୍ଦ୍ର କିଏ : ଧର୍ମେନ୍ଦ୍ର ପ୍ରଧାନ ନା ଅଶ୍ୱିନୀ ବୈଷ୍ଣବ ?

ରାଜ୍ୟରେ ମୋହନ ସରକାର ଗଠନ ହେବ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମନରେ ସମ୍ଭବତଃ ଗୋଟିଏ ଭୁଲ ଧାରଣା ଥିଲା। ତାହା ହେଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୟାରୁ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେଥିପାଇଁ ସେ ଧର୍ମେନ୍ଦ୍ରଙ୍କ ବୋଲକରା ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଥିଲା। କିନ୍ତୁ ଏ ସ୍ଥିତି ବେଶି ଦିନ ରହିଲା ନାହିଁ। ମୁଖ୍ୟମନ୍ତ୍ରୀ ମୋହନଙ୍କ ମନରୁ ଧର୍ମେନ୍ଦ୍ରଙ୍କ ମାୟାଜାଲ ଅପସରିଗଲା। ସରକାର ଉପରେ ଧର୍ମେନ୍ଦ୍ରଙ୍କ ପ୍ରଭାବ ହ୍ରାସ ପାଇଥିବାବେଳେ ଏବେ କିଏ … Continue reading ରାଜ୍ୟର କ୍ଷମତା କେନ୍ଦ୍ର କିଏ : ଧର୍ମେନ୍ଦ୍ର ପ୍ରଧାନ ନା ଅଶ୍ୱିନୀ ବୈଷ୍ଣବ ?