sesadri Chari in the race for the next vice president ।। ପରବର୍ତ୍ତୀ ଉପରାଷ୍ଟ୍ରପତି ଦୌଡ଼ରେ ଶେଷାଦ୍ରୀ ଚାରି

ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଘୋଷଣା କରାଯାଇଛି । ନିର୍ବାଚନ କମିଶନ ଉପରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ସେ ନେଇ ରାଜନୈତିକ ମହଲରେ କଳ୍ପନା ଜଳ୍ପନା ଜୋର ଧରିଛି । ଧନଖଡ଼ ଯେଉଁଭଳି ବିଜେପି ନେତୃତ୍ୱକୁ ଅଡୁଆରେ ପକାଇଲେ ତାହାର ପୁନରାବୃତ୍ତି ଯେମିତି ନ ହେବ ଉଭୟ ମୋଦୀ ଓ ଶାହ ତାହା ଚହୁଁଛନ୍ତି । ଧନଖଡ଼ଙ୍କ … Continue reading sesadri Chari in the race for the next vice president ।। ପରବର୍ତ୍ତୀ ଉପରାଷ୍ଟ୍ରପତି ଦୌଡ଼ରେ ଶେଷାଦ୍ରୀ ଚାରି