Who is the mastermind behind the leaked Sub Inspector question paper? ।। ସବ୍‍ ଇନ୍ସ ପେକ୍ଟର ପ୍ରଶ୍ନପତ୍ର ଲିକର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି କିଏ?

ଚାକିରି ଦୁର୍ନୀତି ଶଙ୍କର ପାଇଁ ତ ବାଁ ହାତର ଖେଳ। ସାର୍ଟିଫିକେଟ୍ କେଳେଙ୍କାରୀ ତ କରିଦିଏ ଶଙ୍କର ଚୁଟକିରେ। ନେଇ ଆଣି ଥୋଇ ଜାଣିବାର କଳା ଜାଣିଛି ବୋଲି କେଳେଙ୍କାରୀର କିଙ୍ଗପିନ୍ ଶଙ୍କର। କେବଳ କ’ଣ ଏତିକି ? ଅଭିଯୋଗ ରହିଛି, ମଣିଷ ରକ୍ତରେ ସେ ହୋଲି ଖେଳିଛି। ରାଜନୈତିକ ହିଂସା ଭିଆଇ ଗାଁର ଭାଇଚାରାକୁ ବି ଖିନଭିନ୍ କରିଛି। ରାଜ୍ୟବ୍ୟାପି ଚାକିରି ଆଶାୟୀଙ୍କ ମଧ୍ୟରେ କମ୍ପନ ସୃଷ୍ଟି କରିଥିବା ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀରେ ଶଙ୍କର … Continue reading Who is the mastermind behind the leaked Sub Inspector question paper? ।। ସବ୍‍ ଇନ୍ସ ପେକ୍ଟର ପ୍ରଶ୍ନପତ୍ର ଲିକର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି କିଏ?