ବୈତରଣୀ ବନ୍ୟାର ଖଳନାୟକ କିଏ? || Who is the mastermind behind the Baitarani flood?

ବିକାଶ କାହାକୁ କହନ୍ତି? ସାଧାରଣ ଜନତାଙ୍କ ମୌଳିକ ସମସ୍ୟା ଦୂର କରିବା, ରାସ୍ତାଘାଟ, ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ କରିବା ହିଁ ପ୍ରକୃତ ବିକାଶ। କିନ୍ତୁ ଯଦି ସେହି ବିକାଶ ନାଁରେ ପ୍ରକୃତିର ନିୟମକୁ ବଦଳାଇ ଦିଆଯାଏ, ନଦୀର ଛାତି ଉପରେ ମାଟି ପକାଇ କୋଠାବାଡ଼ି ଠିଆ କରାଯାଏ, ତେବେ ତାହା ବିକାଶ ନୁହେଁ, ବରଂ ଏକ ଭୟଙ୍କର ବିପର୍ଯ୍ୟୟର ରାସ୍ତା ପ୍ରଶସ୍ତ କରିଥାଏ। ଓଡ଼ିଶାର ଯାଜପୁର, ଭଦ୍ରକ ଜିଲ୍ଲା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଏକ ଅତ୍ୟନ୍ତ … Continue reading ବୈତରଣୀ ବନ୍ୟାର ଖଳନାୟକ କିଏ? || Who is the mastermind behind the Baitarani flood?