ବିଜେଡି ଘରେ କୁମ୍ଭୀର କିଏ? 

ବିଜେଡି ଘରେ କୁମ୍ଭୀର କିଏ?  ଏ ପ୍ରଶ୍ନର ଉତ୍ତର ଖୋଜିବା ଉଭୟ ରାଜନେତା ଓ ରାଜନୀତିକ ସମୀକ୍ଷକଙ୍କ ପାଇଁ ବଡ଼ ଜଟିଳ ବ୍ୟାପାର ହୋଇଛି। ଏହାକୁ ନେଇ ଖୋଦ୍‍ ବିଜେଡି ମୁଖିଆଙ୍କ ଆଡ଼କୁ କେହି କେହି ବି ଅଙ୍ଗୁଳି ନିର୍ଦ୍ଦେଶ କଲେଣି। ଆଉ ନେତାମାନେ ଚାପା ଗଳାରେ କହୁଛନ୍ତି- ଯାହାକୁ ନେଇ ଦଳ ଗଢ଼ା ହେଲା ତାକୁ ନେଇ ଡୁବିବ ମଧ୍ୟ। ଯଦି ଏହା ସତ୍ୟ ହୁଏ ତେବେ ରାଜ୍ୟରେ ଅଣ କଂଗ୍ରେସ ରାଜନୀତିକୁ ଏହା ଏକ … Continue reading ବିଜେଡି ଘରେ କୁମ୍ଭୀର କିଏ?