କିଏ ବସ୍‍, ମୋଦୀ ନା ଆରଏସଏସ ? 

Narendra Modi gears up for his maiden prime ministerial visit to the RSS headquarters in Nagpur : ମୋଦୀଙ୍କ ନାଗପୁରସ୍ଥିତ ସଂଘମୁଖ୍ୟାଳୟ ଗସ୍ତକୁ ଆରଏସଏସ ସହ ଶାନ୍ତି ସ୍ଥାପନ ପାଇଁ ଏକ କାର୍ଯ୍ୟକ୍ରମ ଭାବରେ ଦେଖାଯାଉଛି। ସଂଗଠନର ଶତବାର୍ଷିକୀ ବର୍ଷରେ ସଂଘ ପ୍ରତିଷ୍ଠାତା କେଶବ ବଳିରାମ ହେଡଗେୱାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ରବିବାର ହିନ୍ଦୁ ନବବର୍ଷ ବିକ୍ରମ ସମ୍ବତରେ ନାଗପୁର ଗସ୍ତ କରୁଛନ୍ତି। ନରେନ୍ଦ୍ର ମୋଦୀ ରବିବାର ନାଗପୁରସ୍ଥିତ ଆରଏସଏସ ମୁଖ୍ୟାଳୟକୁ … Continue reading କିଏ ବସ୍‍, ମୋଦୀ ନା ଆରଏସଏସ ?