Who is responsible for the police? ।। ପୋଲିସ କି ବାନ୍ଧିବ କିଏ ?

୧୯୯୯ ମସିହାରେ ଘଟିଥିବା ମହାବାତ୍ୟା ପରେ ଓଡ଼ିଶା ଗ୍ରାମୀଣ ଗୃହ ନିର୍ମାଣ ଏବଂ ବିକାଶ ନିଗମ ଲିମିଟେଡ୍ (ORHDC) ପୋଲିସ କର୍ମଚାରୀଙ୍କୁ ଗୃହ ନିର୍ମାଣ ଋଣ ମଞ୍ଜୁର କରିବାର ୨୫ ବର୍ଷ ବିତିଗଲାଣି କିନ୍ତୁ ଏହି ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଅତି କମରେ ୭୫ ଜଣ ଏପର୍ଯ୍ୟନ୍ତ ରାଜ୍ୟ ସରକାରୀ କମ୍ପାନୀକୁ ୩.୯୭ କୋଟି ଟଙ୍କା ଫେରସ୍ତ କରିନାହାଁନ୍ତି। ସପ୍ତମ OSAP ବାଟାଲିୟନ, SP ସିଗନାଲ,SP ରେଳବାଇ ପୋଲିସ,  କଟକ ଏବଂ ଅନୁଗୁଳ ପୋଲିସ ଜିଲ୍ଲା ଏବଂ … Continue reading Who is responsible for the police? ।। ପୋଲିସ କି ବାନ୍ଧିବ କିଏ ?