ଆରସିବିର ‘ସିକ୍ରେଟ୍ ଓ୍ୱେପନ୍’ ନବନୀତା ଗୌତମ କିଏ? || Who is RCB’s ‘secret weapon’ Navneeta Gautam?

ଆଇପିଏଲ୍ କହିଲେ ଆମେ ସାଧାରଣତଃ ବିରାଟ କୋହଲିଙ୍କ ଚୌକା-ଛକା କିମ୍ବା ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ବ୍ୟାଟିଂ କଥା ଭାବୁ। କିନ୍ତୁ, ପଡ଼ିଆ ବାହାରେ ଏମିତି ଜଣେ ମହିଳା ଅଛନ୍ତି, ଯାହାଙ୍କ ବିନା ଆରସିବିର ଏହି ଷ୍ଟାର୍ ଖେଳାଳିମାନେ ବୋଧହୁଏ ମୈଦାନକୁ ଓହ୍ଲାଇବା କଷ୍ଟକର ହୁଅନ୍ତା? ଆଜି କଥା ହେବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ସେହି ‘ସିକ୍ରେଟ୍ ଓ୍ୱେପନ୍’ ବା ଗୁପ୍ତ ଅସ୍ତ୍ର ବିଷୟରେ, ଯିଏ ଇତିହାସ ରଚିବା ସହ କ୍ରିକେଟ ଜଗତରେ ଏକ ନୂଆ ବାଟ ଦେଖାଇଛନ୍ତି। … Continue reading ଆରସିବିର ‘ସିକ୍ରେଟ୍ ଓ୍ୱେପନ୍’ ନବନୀତା ଗୌତମ କିଏ? || Who is RCB’s ‘secret weapon’ Navneeta Gautam?