ଟ୍ରମ୍ପଙ୍କ ଟାରିଫ୍‌କୁ ଅକାମୀ କରିଥିବା ଓକିଲ ନୀଲ କାଟ୍ୟାଲ କିଏ? || Who is Neil Katyal, the lawyer who thwarted Trump’s tariffs?

ଆମେରିକାର ରାଜନୀତି ଓ ଆଇନ ମଞ୍ଚରେ ଏକ ବଡ଼ ଘଟଣା। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲାଗୁ କରିଥିବା ବିଶ୍ୱସ୍ତରୀୟ ଟାରିଫ୍‌କୁ ଆମେରିକା ସୁପ୍ରିମକୋର୍ଟ ଅସାଂବିଧାନିକ ବୋଲି ଖାରଜ କରିଛି। ଏହି ଐତିହାସିକ ରାୟ ପଛରେ ଥିଲେ ଜଣେ ଭାରତୀୟ–ଆମେରିକୀୟ ସଂବିଧାନ ବିଶେଷଜ୍ଞ ଓକିଲ — ନୀଲ କାଟ୍ୟାଲ। କିଏ ଏହି ନୀଲ କାଟ୍ୟାଲ? କେମିତି ସେ ଟ୍ରମ୍ପଙ୍କ ଟାରିଫ୍‌କୁ ଆଇନ ମଞ୍ଚରେ ଚ୍ୟାଲେଞ୍ଜ୍ କଲେ? ମାମଲା କ’ଣ ଥିଲା? ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ … Continue reading ଟ୍ରମ୍ପଙ୍କ ଟାରିଫ୍‌କୁ ଅକାମୀ କରିଥିବା ଓକିଲ ନୀଲ କାଟ୍ୟାଲ କିଏ? || Who is Neil Katyal, the lawyer who thwarted Trump’s tariffs?