Who is Naveen’s ‘Achha leader’ and why? || ନବୀନଙ୍କ ‘ଅଚ୍ଛା ଲିଡର’ କିଏ ଓ କାହିଁକି?

ଓଡ଼ିଶା ରାଜନୀତିରେ ‘ଶବ୍ଦ’ ଅପେକ୍ଷା ‘ନୀରବତା’ ଏବଂ ‘ସଙ୍କେତ’ର ମୂଲ୍ୟ ଅଧିକ । ବିଶେଷକରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମୁଖନିସୃତ ପ୍ରତିଟି ଶବ୍ଦ ପଛରେ ଏକ ଗଭୀର ରଣନୀତି ଲୁଚି ରହିଥାଏ । ନିକଟରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ନବୀନଙ୍କ ସେହି ଗୋଟିଏ ଧାଡ଼ି— “ଆପ୍ କେ ଲିଏ ଏକ ଆଚ୍ଛା ଲିଡର ଜରୁର ଦେଙ୍ଗେ”— ଏବେ କେବଳ ପାଟକୁରା ନୁହେଁ, ବରଂ ସାରାରାଜ୍ୟର ରାଜନୈତିକ ମହଲରେ ଝଡ଼ … Continue reading Who is Naveen’s ‘Achha leader’ and why? || ନବୀନଙ୍କ ‘ଅଚ୍ଛା ଲିଡର’ କିଏ ଓ କାହିଁକି?