“ମୋଦୀ VS କିଏ?” କ’ଣ ଏହା ଏକ ରାଜନୈତିକ ଜାଲ? || “Who is Modi VS?” Is it a political trap?

ଭାରତୀୟ ରାଜନୀତିରେ ଆଜିକାଲି ଗୋଟିଏ ପ୍ରଶ୍ନ ବାରମ୍ବାର ପଚରାଯାଉଛି— “୨୦୨୯ରେ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ କିଏ? ମୋଦୀଙ୍କ ସାମ୍ନାରେ କିଏ ଛିଡ଼ା ହେବ?” ଆପଣ ଜାଣନ୍ତି କି, ଏହି “ମୋଦୀ VS କିଏ” ପ୍ରଶ୍ନଟି ନିଜେ ଗୋଟିଏ ବଡ଼ ରାଜନୈତିକ ଜାଲ (Political Trap)? ଏବଂ ଏହି ଜାଲରେ କେବଳ ବିରୋଧୀ ନୁହଁନ୍ତି, ବରଂ ଶାସକ ଦଳ ମଧ୍ୟ ବନ୍ଧା ପଡ଼ିବାର ଆଶଙ୍କା ରହିଛି। ନିକଟରେ ବିହାରର ବାଙ୍କିପୁର ଉପ-ନିର୍ବାଚନ ଫଳାଫଳ ଏବଂ ସାରା ଦେଶରେ Gen … Continue reading “ମୋଦୀ VS କିଏ?” କ’ଣ ଏହା ଏକ ରାଜନୈତିକ ଜାଲ? || “Who is Modi VS?” Is it a political trap?