‘ରାଜା କାଶ୍ମୀରୀ’ କିଏ, କାହିଁକି ସେ ଚର୍ଚ୍ଚାରେ? || Who is ‘King Kashmiri’, why is he in the news?

ତାମିଲନାଡୁ ଏବଂ ପଶ୍ଚିମବଙ୍ଗରୁ ଗିରଫ ହୋଇଥିବା ଆଠଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଜାଗର କରିଛନ୍ତି। ଭାରତ ବିରୁଦ୍ଧରେ ଆକ୍ରମଣର ଲିଙ୍କ ବାଂଲାଦେଶୀ ଲସ୍କର-ଏ-ତୈବା ସେଲର ହ୍ୟାଣ୍ଡଲର ଶବିର ଅହମ୍ମଦ ଲୋନଙ୍କ ସହ ଜଡ଼ଫିତ ହୋଇଛି। ୨୦୦୭ ମସିହାର ଗ୍ରୀଷ୍ମ ଋତୁରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ଏକ ସତର୍କ ସୂଚନା ପାଇଥିଲା ଯେ ଲସ୍କର-ଏ-ତୈବାର ଲଞ୍ଚିଂ କମାଣ୍ଡର ଅବୁ ଅଲ-କାମାର ନିର୍ଦ୍ଦେଶରେ ରାଜଧାନୀ ଦିଲ୍ଲୀରେ ଆତ୍ମଘାତୀ ଆକ୍ରମଣ ପାଇଁ … Continue reading ‘ରାଜା କାଶ୍ମୀରୀ’ କିଏ, କାହିଁକି ସେ ଚର୍ଚ୍ଚାରେ? || Who is ‘King Kashmiri’, why is he in the news?