ବିଧାନସଭା ପରିଚାଳନା ଦାୟିତ୍ୱ କାହାର?
ବିଧାନସଭା ଚାଲିପାରୁନାହିଁ। ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ଅଚଳ ରହୁଛି। ଦିନେ କିମ୍ବା ଦୁଇଦିନ ନୁହେଁ, ଲଗାତର ୯ ଦିନରୁ ଅଧିକ ହେଲାଣି ବିଧାନସଭାରେ ପ୍ରଶ୍ନୋତ୍ତର ଓ ଶୂନ୍ୟକାଳ ସ୍ୱାଭାବିକ ହୋଇପାରୁନି। ମୁଲତବୀ ପ୍ରସ୍ତାବ କେତେବେଳେ କେମିତି ଆଲୋଚନା ହେଉଛି। ତେବେ ବିଧାନସଭା ପରିଚାଳନାର ଦାୟିତ୍ଵ କାହାର ବୋଲି ପ୍ରଶ୍ନ ଉଠୁଛି। ବିଧାନସଭା ବ୍ୟବସ୍ଥା ଅନୁଯାୟୀ ଗୃହର ସୁପରିଚାଳନାରେ ଗୁରୁ ଦାୟିତ୍ଵ ରହିଛି ସରକାରଙ୍କର। ବାଚସ୍ପତି ଯଦିଓ ଗୃହର ସର୍ବମାନ୍ୟ କର୍ତ୍ତା, ତେବେ ଗୃହ ପରିଚାଳନାରେ ସରକାରଙ୍କର ଭୂମିକା … Continue reading ବିଧାନସଭା ପରିଚାଳନା ଦାୟିତ୍ୱ କାହାର?
Copy and paste this URL into your WordPress site to embed
Copy and paste this code into your site to embed