“ବାଲିଘାଟରୁ କ୍ରସର ପର୍ଯ୍ୟନ୍ତ — କିଏ ଖାଉଛି ରାଜସ୍ୱ? କିଏ ଦେଉଛି ଆଶୀର୍ବାଦ?” || who is eating the revenue? Who is giving blessings?”

ବାଲିଘାଟରୁ କ୍ରସର ପର୍ଯ୍ୟନ୍ତ: ଅବୈଧ ଖଣି କାରବାରକୁ ନେଇ ଯାଜପୁରରେ ଉଠିଲା ପ୍ରଶ୍ନ, ରାଜସ୍ୱ କ୍ଷତି ନେଇ ବଢ଼ୁଛି ଚିନ୍ତା ଓଡ଼ିଶାରେ ଅବୈଧ ବାଲି ଉତ୍ତୋଳନ ଓ କ୍ରସର ବ୍ୟବସାୟକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ବିଶେଷକରି ଯାଜପୁର ଜିଲ୍ଲାର ମନୋହରପୁର ଅଞ୍ଚଳରେ ଚାଲୁଥିବା ବାଲିଘାଟ କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ମହଳରେ ଗମ୍ଭୀର ପ୍ରଶ୍ନ ଉଠୁଛି। ଅଭିଯୋଗ ହେଉଛି, ଅବୈଧ ବାଲି ଚାଲାଣ ଓ କ୍ରସର ବ୍ୟବସାୟ ଫଳରେ ରାଜ୍ୟ ସରକାରଙ୍କ ରାଜସ୍ୱ କ୍ଷତି … Continue reading “ବାଲିଘାଟରୁ କ୍ରସର ପର୍ଯ୍ୟନ୍ତ — କିଏ ଖାଉଛି ରାଜସ୍ୱ? କିଏ ଦେଉଛି ଆଶୀର୍ବାଦ?” || who is eating the revenue? Who is giving blessings?”