ଓଡ଼ିଆ ସ୍କୁଲ୍ ଏବଂ ଓଡ଼ିଆ ଭାଷା ବିରୋଧରେ ଷଡ଼ଯନ୍ତ୍ର କାହାର? || Who is conspiring against Odia schools and the Odia language?

ଯେଉଁ ଓଡ଼ିଶାରେ ‘ଓଡ଼ିଆ ଅସ୍ମିତା’କୁ ନେଇ ବଡ଼ ବଡ଼ ଭାଷଣ ଦିଆଯାଉଛି, ସେହି ଓଡ଼ିଶାରେ ଓଡ଼ିଆ ମାଧ୍ୟମ ସ୍କୁଲ୍ ଏବଂ ଆମ ମାତୃଭାଷାକୁ ସମୂଳେ ଧ୍ୱଂସ କରିବା ପାଇଁ କଣ ଏକ ବଡ଼ ଷଡ଼ଯନ୍ତ୍ର ଚାଲିଛି କି? ସରକାର ବଦଳିଲେ ମଧ୍ୟ ଓଡ଼ିଆ ସ୍କୁଲ୍‌ଗୁଡ଼ିକର ଭାଗ୍ୟ ବଦଳୁ ନାହିଁ। ଶିକ୍ଷା ବ୍ୟବସ୍ଥାରେ ଯେଉଁ ବ୍ୟଭିଚାର ଏବଂ ଚକ୍ରାନ୍ତ ଚାଲିଛି, ସେଥିପାଇଁ ଆମେ କାହାକୁ ଦାୟୀ କରିବା? ଓଡ଼ିଆ ପାଠ୍ୟପୁସ୍ତକଗୁଡ଼ିକରେ ଏମିତି ମାରାତ୍ମକ ଭୁଲ୍ ସବୁ ରହିଛି, ଯାହା … Continue reading ଓଡ଼ିଆ ସ୍କୁଲ୍ ଏବଂ ଓଡ଼ିଆ ଭାଷା ବିରୋଧରେ ଷଡ଼ଯନ୍ତ୍ର କାହାର? || Who is conspiring against Odia schools and the Odia language?