Who is bringing a bad name to the government? II ସରକାରଙ୍କୁ ବଦନାମ କରୁଛି କିଏ?

ଏବେ ରାଜ୍ୟ ରାଜନୀତିରେ ଏକ ଭିନ୍ନ ଧରଣର ଚର୍ଚ୍ଚା ଜୋର ଧରିଛି। ପ୍ରସଙ୍ଗ ହେଉଛି—ସରକାରୀ କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ର ପରିଦର୍ଶନ ବେଳର କିଛି ‘ବିହାଇଣ୍ଡ ଦ ସିନ୍’ ବା ପରଦା ପଛର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ବାତ୍ୟା ‘ଅକବାନ’ ପ୍ରଭାବିତ ଗଞ୍ଜାମ ଜିଲ୍ଲା ପରିଦର୍ଶନ କରି କ୍ଷୟକ୍ଷତି ଏବଂ ରିଲିଫ୍ ବଣ୍ଟନ ସ୍ଥିତିର ସମୀକ୍ଷା କରିଥିଲେ। ତେବେ ଏହି ଗସ୍ତ ସମୟର … Continue reading Who is bringing a bad name to the government? II ସରକାରଙ୍କୁ ବଦନାମ କରୁଛି କିଏ?