Who is blocking the expansion of the cabinet? II ମନ୍ତ୍ରିମଣ୍ଡଳ ବିସ୍ତାରରେ ବାଧକ କିଏ?

ଅନେକ ମାସ ହୋଇଗଲାଣି ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବ ରହିଛି କି ନା ତାହା ଜଣାପଡ଼ୁନାହିଁ। ମନ୍ତ୍ରୀମାନେ ଯେମିତି କିଛି ଭିଟୋ ପାଓ୍ୱାରରେ ନିଜକୁ କ୍ଷମତାପନ୍ନ କରିଥିବା ଅନୁଭବ ହେଉଛି। ଏଥିଯୋଗୁ କେବଳ ବଡ଼ ଘୋଷଣା ସିନା ଦେଖିବାକୁ ମିଳୁଛି କିନ୍ତୁ କାର୍ଯ୍ୟ ଘର ଗଲା ୧ ବର୍ଷ ଭିତରେ ଦେଖିଲା ଭଳି ପଦାକୁ ଆସିପାରୁନାହିଁ। ଖାଲି ଟଙ୍କା ବାଣ୍ଟିବା ଏବଂ ଅଧିକାରୀଙ୍କ ଅଦଳବଦଳ ଭିତରେ ସୀମିତ ରହୁଛି ସରକାରୀ କାର୍ଯ୍ୟ। ତେବେ କେନ୍ଦ୍ର ନେତୃତ୍ୱଙ୍କ … Continue reading Who is blocking the expansion of the cabinet? II ମନ୍ତ୍ରିମଣ୍ଡଳ ବିସ୍ତାରରେ ବାଧକ କିଏ?