କଥାରେ ଅଛି; ଆଲା ମେହେରବାନ ତୋ ଗଧା ପେହେଲବାନ। ଏକଥାଟି ବର୍ତ୍ତମାନ ରାଜ୍ୟ ସରକାରଙ୍କ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗରେ ଦେଖା ଦେଇଛି। ମନ୍ତ୍ରୀଙ୍କ ଓଏସଡି ବା ଟହଲିଆ ଭାବରେ ନିଯୁକ୍ତି ପାଇଥିବା ଜଣେ ଅଧସ୍ତନ କର୍ମଚାରୀ ଏବେ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ଦୁଃସାହାସ କରିଛନ୍ତି। ଏହାକୁ ନେଇ ଏବେ ପାୱାର କରିଡରରେ ବଡ଼ ଚର୍ଚ୍ଚା ହେଉଛି। ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବିଜେପି ସରକାରରେ ଶାସନ ଏପରି ହୁଗୁଳା ହେଲାଣି ଯେ, ଜଣେ … Continue reading Who is bigger in the Mohan government: the Principal Administrative Secretary or the Minister’s Tahalia? ।। ମୋହନ ସରକାରରେ କିଏ ବଡ଼: ପ୍ରମୁଖ ଶାସନ ସଚିବ ନା ମନ୍ତ୍ରୀଙ୍କ ଟହଲିଆ?
Copy and paste this URL into your WordPress site to embed
Copy and paste this code into your site to embed