କକ୍ରୋଚ୍ ଜନତା ପାର୍ଟି ଷଡ଼ଯନ୍ତ୍ର ପଛରେ କିଏ? || Who is behind the Cockroach Janata Party conspiracy?

‘କକ୍ରୋଚ୍ ଜନତା ପାର୍ଟି’କୁ ନେଇ ତୀବ୍ର ଚର୍ଚ୍ଚା: ସୋସିଆଲ ମିଡିଆ କ୍ୟାମ୍ପେନ୍ ପଛରେ କିଏ? ସମ୍ପ୍ରତି ସୋସିଆଲ ମିଡିଆରେ ହଠାତ୍ ଚର୍ଚ୍ଚାରେ ଆସିଥିବା ‘କକ୍ରୋଚ୍ ଜନତା ପାର୍ଟି’ (Cockroach Janta Party) ନାମକ ଗ୍ରୁପ୍ ଓ ଏହାର ଅନଲାଇନ୍ କ୍ୟାମ୍ପେନ୍‌କୁ ନେଇ ଦେଶର ରାଜନୈତିକ ମହଳରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ମହଳ ଏହାକୁ ସରକାର ବିରୋଧୀ ଡିଜିଟାଲ ଅଭିଯାନ ବୋଲି ଦେଖୁଥିବାବେଳେ, ଅନ୍ୟପଟେ କେତେକ ଲୋକ ଏହାକୁ ଯୁବପିଢ଼ିଙ୍କ ଅସନ୍ତୋଷର ଏକ ଅନଲାଇନ୍ ପ୍ରତିକ୍ରିୟା … Continue reading କକ୍ରୋଚ୍ ଜନତା ପାର୍ଟି ଷଡ଼ଯନ୍ତ୍ର ପଛରେ କିଏ? || Who is behind the Cockroach Janata Party conspiracy?