“Who drowned the BJP?” ।। କିଏ ବୁଡ଼େଇଲା ବିଜେପିକୁ !
ଓଡ଼ିଆ ସାହିତ୍ୟର ବରେଣ୍ୟ କବି ଜଗନ୍ନାଥ ମହାନ୍ତିଙ୍କ କାଳଜୟୀ କବିତା ‘ତୁମ ପରି ଛୋଟ ପିଲାଟିଏ’ର ସେହି ପଦଟି ‘ଏତେ ସରି ତତେ କିଏ କଲା’ ଆଜି ରାଜ୍ୟର ଶାସକ ଦଳ ଓ ସରକାର ପାଇଁ ବେଶ୍ ପ୍ରାସଙ୍ଗିକ ମନେହେଉଛି। କବିତାରେ ଜଣେ ଶିଶୁର ସରଳତା ଓ ଶିକ୍ଷା ଗ୍ରହଣର ଅଭିଳାଷ ଥାଏ, କିନ୍ତୁ ଆଜିର ରାଜନୈତିକ ପ୍ରେକ୍ଷାପଟରେ ଏହି ‘ଛୋଟ ପିଲା’ ଶବ୍ଦଟି ଶାସକ ଦଳର ଅପରିପକ୍ୱତା ଓ ଅନଭିଜ୍ଞତାକୁ ହିଁ ଦର୍ଶାଉଛି। କ୍ଷମତାକୁ ଆସିବାର … Continue reading “Who drowned the BJP?” ।। କିଏ ବୁଡ଼େଇଲା ବିଜେପିକୁ !
Copy and paste this URL into your WordPress site to embed
Copy and paste this code into your site to embed