ମୁମ୍ବାଇରେ କାହାକୁ ଭେଟିଲେ ପ୍ରଧାନମନ୍ତ୍ରୀ? ଚାଲିଛି କେଉଁ ପ୍ଲାନିଂ? || Who did the Prime Minister meet in Mumbai? What planning is underway?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ମାକ୍ରୋନଙ୍କ ମଧ୍ୟରେ ହୋଇଥିବା ସାକ୍ଷାତର ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଦୁଇ ନେତା ଉଷ୍ମତାର ସହ ହାତ ମିଳାଇ ଫଟୋସୁଟ୍ ପାଇଁ ପୋଜ୍ ଦେଉଛନ୍ତି। ସନ୍ଧ୍ୟାରେ ଦୁଇ ନେତା ଭାରତ-ଫ୍ରାନ୍ସ ନବସୃଜନ ବର୍ଷ ୨୦୨୬ ଉଦଘାଟନ କରିବେ। ମୋଦି ଏବଂ ମାକ୍ରୋନ ଶିଳ୍ପପତି, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା, ଗବେଷଣା ବିଶେଷଜ୍ଞ ଏବଂ ନବସୃଜନ ନେତାମାନଙ୍କୁ ସମ୍ବୋଧିତ କରିବେ। ତାଙ୍କ ଗସ୍ତ ସମୟରେ, … Continue reading ମୁମ୍ବାଇରେ କାହାକୁ ଭେଟିଲେ ପ୍ରଧାନମନ୍ତ୍ରୀ? ଚାଲିଛି କେଉଁ ପ୍ଲାନିଂ? || Who did the Prime Minister meet in Mumbai? What planning is underway?