ପାନାମା କେନାଲ ଉପରେ ଆମେରିକା କାହିଁକି ଦାବି ରଖୁଛି ? ଜାଣନ୍ତୁ ପାନାମା କେନାଲର ଇତିହାସ
Panama canal : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କ ପ୍ରଶାସନ ପାନାମା କେନାଲକୁ ପୁଣି ଥରେ ଆମେରିକା ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିପାରେ। ଏକ ସମୟରେ ଏହି କେନାଲ ଯୁକ୍ତରାଷ୍ଟ୍ର ଆମେରିକାର ନିୟନ୍ତ୍ରଣରେ ଥିଲା, କିନ୍ତୁ ଗତ ଶତାବ୍ଦୀର ଶେଷ ଭାଗରେ ଏହା ପାନାମା ଦେଶର ନିୟନ୍ତ୍ରଣକୁ ଆସିଥିଲା । କିନ୍ତୁ ନୂଆ ପରିସ୍ଥିତିରେ ଟ୍ରମ୍ପ ପାନାମାର ଏହି ନୂଆ ପଦକ୍ଷେପକୁ ନେଇ ଅତ୍ୟନ୍ତ ଅସନ୍ତୁଷ୍ଟ ଅଛନ୍ତି। ପୃଥିବୀରେ ବଡ଼ ବଡ଼ … Continue reading ପାନାମା କେନାଲ ଉପରେ ଆମେରିକା କାହିଁକି ଦାବି ରଖୁଛି ? ଜାଣନ୍ତୁ ପାନାମା କେନାଲର ଇତିହାସ
Copy and paste this URL into your WordPress site to embed
Copy and paste this code into your site to embed