ଭାରତର ଏହି ତ୍ରିକାଳ କିଏ, ଯାହାକୁ ନେଇ ଚୀନ୍ ଓ ପାକିସ୍ତାନ ଚିନ୍ତାରେ

INS Surat INS Nilgiri And INS Vaghsheer: ମହାରାଷ୍ଟ୍ର ଗସ୍ତସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ନୌସେନାକୁ ଦୁଇଟି ଯୁଦ୍ଧ ଜାହାଜ ଓ ଗୋଟିଏ ବୁଡ଼ାଜାହାଜ ହସ୍ତାନ୍ତର କରିଛନ୍ତି। ଏହି ତିନିଟି ଆସିବା ପରେ ସମୁଦ୍ରରେ ଭାରତର ଶକ୍ତି ବୃଦ୍ଧି ପାଇବ। ବିଶ୍ୱାସ କରାଯାଏ ଯେ ଏହି ତିନିଟିର ଆଗମନଦ୍ୱାରା ଶତ୍ରୁ ସମୁଦ୍ରରେ ଦୁଃସାହସିକ କାର୍ଯ୍ୟ କରିପାରିବ ନାହିଁ । ଆପଣ ଜାଣନ୍ତି- କ’ଣ ରହିଛି ଆଇଏନଏସ ସୁରଟର ବିଶେଷତ୍ୱ? କ’ଣ ରହିଛି ଆଇଏନଏସ ନୀଳଗିରିର … Continue reading ଭାରତର ଏହି ତ୍ରିକାଳ କିଏ, ଯାହାକୁ ନେଇ ଚୀନ୍ ଓ ପାକିସ୍ତାନ ଚିନ୍ତାରେ