White salt or rock salt; which is more beneficial for health? || ଧଳା ଲୁଣ ନା ରକ୍ ସଲ୍ଟ; ସ୍ୱାସ୍ଥ୍ୟ ପାଇଁ କ’ଣ ଅଧିକ ଲାଭଦାୟକ?

ଲୁଣ ଏପରି ଏକ ଖାଦ୍ୟ ଯାହା ବିନା ଖାଦ୍ୟର କୌଣସି ସ୍ୱାଦ ନଥାଏ। ଯେପରି ଏହି ଲୁଣର ଅଭାବ ଖାଦ୍ୟକୁ ଖରାପ କରିଥାଏ, ସେହିପରି ଏହାକୁ ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ସ୍ୱାଦ ଏବଂ ସ୍ୱାସ୍ଥ୍ୟ ଉଭୟ ନଷ୍ଟ ହୋଇଥାଏ। ଏହାର ଅର୍ଥ ହେଉଛି ଉତ୍ତମ ସ୍ୱାଦ ଏବଂ ଭଲ ସ୍ୱାସ୍ଥ୍ୟ ପାଇଁ ଲୁଣର ସନ୍ତୁଳନ ନିହାତି ଜରୁରୀ। ଆମ ଘରେ, ଆୟୋଡିନ୍ ଯୁକ୍ତ ଧଳା ଲୁଣ ସାଧାରଣତଃ ବ୍ୟବହାର କରାଯାଏ। ଏହା ବ୍ୟତୀତ, ରକ୍ ସଲ୍ଟ … Continue reading White salt or rock salt; which is more beneficial for health? || ଧଳା ଲୁଣ ନା ରକ୍ ସଲ୍ଟ; ସ୍ୱାସ୍ଥ୍ୟ ପାଇଁ କ’ଣ ଅଧିକ ଲାଭଦାୟକ?