ମୋଦୀଙ୍କ ‘ଟ୍ରମ୍ପ୍ କୂଟନୀତି’କୁ ଆମେରିକା ବିଶେଷଜ୍ଞଙ୍କ ପ୍ରଶଂସା

White House Experts Praised Prime Minister Modi: ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ୟ୍ୟକାଳକୁ ନେଇ ବିବାଦ ଲାଗି ରହିଛି। ତାଙ୍କ ନୀତି ଆମେରିକାର ସହଯୋଗୀ ରାଷ୍ଟ୍ରମାନଙ୍କୁ ଅସନ୍ତୁଷ୍ଟ କରିଛି। ଟ୍ରମ୍ପଙ୍କ ନୀତି ଆମେରିକା ଉପରେ ୟୁରୋପର ବିଶ୍ୱାସକୁ କ୍ଷୁଣ୍ଣ କରୁଛି। ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ଅନୁଭବ କରିଛି ଯେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ସହ ମୁହାଁମୁହିଁ ପରିସ୍ଥିତିକୁ ଏଡାଇବାକୁ ଭାରତ ଚେଷ୍ଟା କରିଛି। ଶୁକ୍ରବାର ହ୍ୱାଇଟ୍ ହାଉସ୍ ସମ୍ମୁଖରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର … Continue reading ମୋଦୀଙ୍କ ‘ଟ୍ରମ୍ପ୍ କୂଟନୀତି’କୁ ଆମେରିକା ବିଶେଷଜ୍ଞଙ୍କ ପ୍ରଶଂସା