ୟୁକ୍ରେନରୁ କ’ଣ ଲୁଟିବାକୁ ଚାହୁଁଛି ଆମେରିକା,ଜେଲେନେସ୍କିଙ୍କୁ କାଙ୍ଗାଳ କରିବେ ଟ୍ରମ୍ପ

Trump: ଡୋନାଲ୍ଡ ଟ୍ରମ୍ପ ଓ ଭୋଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ତୀବ୍ର ବିତର୍କ ପରେ ୟୁକ୍ରେନ୍ ସମସ୍ୟାରେ ପଡ଼ିଛି। ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଆମେରିକା କେବଳ ୟୁକ୍ରେନକୁ ସାମରିକ ସହାୟତା ବନ୍ଦ କରିନାହିଁ, ବରଂ ଗୁଇନ୍ଦା ଆଦାନପ୍ରଦାନ ଉପରେ ମଧ୍ୟ ବ୍ରେକ୍ ଲଗାଇଛି। ଏହି କାରଣରୁ ରୁଷୀୟ ସେନା କୁର୍ସ୍କଠାରୁ ପୂର୍ବ ୟୁକ୍ରେନ ପର୍ଯ୍ୟନ୍ତ ଭୂମି ହାସଲ କରିଛି। ଏବେ ୟୁକ୍ରେନ୍ କିଛି ବି କରି ଟ୍ରମ୍ପଙ୍କୁ ମନାଇବାକୁ ଚେଷ୍ଟା କରୁଛି। ଏଥିପାଇଁ ଜେଲେନ୍ସ୍କି ୟୁକ୍ରେନର ବିରଳ ଖଣିଜ ପଦାର୍ଥର … Continue reading ୟୁକ୍ରେନରୁ କ’ଣ ଲୁଟିବାକୁ ଚାହୁଁଛି ଆମେରିକା,ଜେଲେନେସ୍କିଙ୍କୁ କାଙ୍ଗାଳ କରିବେ ଟ୍ରମ୍ପ