Which state is known as India’s ‘little Iran’ and ‘little Israel’?ଭାରତର ‘ମିନି ଇରାନ’ ଓ ‘ମିନି ଇସ୍ରାଏଲ’ ଭାବେ କେଉଁ ରାଜ୍ୟ ପରିଚିତ ?

ସାରା ବିଶ୍ୱରେ ଏବେ ଇରାନ ଓ ଇସ୍ରାଏଲ ଯୁଦ୍ଧ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି। ଆପଣ ଜାଣିଛନ୍ତି କି, ଭାରତରେ ମଧ୍ୟ ଗୋଟିଏ ଅଞ୍ଚଳ ଅଛି ଯାହାକୁ ମିନି ଇରାନ କୁହାଯାଏ। ସେହିପରି ଦେଶରେ ଅତି କମରେ ତିନୋଟି ସ୍ଥାନ ଅଛି, ଯାହାକୁ ମିନି ଇସ୍ରାଏଲ ବା ଛୋଟ ଇସ୍ରାଏଲ କୁହାଯାଏ। ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଐତିହାସିକ ଓ ସାଂସ୍କୃତିକ ଦୃଷ୍ଟିରୁ ଇରାନ ସହିତ ସବୁବେଳେ ଏକ ବିଶେଷ ସମ୍ପର୍କ ରହିଛି। ଏହି ସହରରେ ଅନେକ ଲୋକ … Continue reading Which state is known as India’s ‘little Iran’ and ‘little Israel’?ଭାରତର ‘ମିନି ଇରାନ’ ଓ ‘ମିନି ଇସ୍ରାଏଲ’ ଭାବେ କେଉଁ ରାଜ୍ୟ ପରିଚିତ ?