ଭାରତର କେଉଁ ରାଜ୍ୟରେ ଅଛନ୍ତି ସବୁଠାରୁ କମ ମୁସଲମାନ ? ଓଡ଼ିଶାରେ ମୁସଲମାନଙ୍କ ସଂଖ୍ୟା ଜାଣିଲେ ହେବେ ତାଜୁବ

Muslims: ୭୧୨ରେ ଆରବ ପଟୁ ଭାରତ ଉପରେ ପ୍ରଥମ ଆକ୍ରମଣ ହୋଇଥିଲା । ସିନ୍ଧ ଉପରେ ଆରବ ସେନା କବଜା କରିବାରେ ସଫଳ ହୋଇଥିଲେ । କିନ୍ତୁ ଉତ୍ତର ଭାରତକୁ ପ୍ରବେଶ କରିବାକୁ ସେମାନଙ୍କୁ ଆହୁରି ୩ଶହ ବର୍ଷ ଲାଗିଯାଇଥିଲା । ଇସଲାମ ଜନ୍ମ ହେବାର ମାତ୍ର ଶହେ ବର୍ଷ ଭିତରେ ପୁରା ଆରବ,ଇରାନ,ମିଶରରେ ଶତ ପ୍ରତିଶତ ଧର୍ମାନ୍ତରଣ ହୋଇଥିଲା । କିନ୍ତୁ ସମ୍ପୂର୍ଣ୍ଣ ଭାରତକୁ ଧର୍ମାନ୍ତରିତ କରିବାରେ ଇସଲାମର ପ୍ରଚାରକ ସଫଳ ହୋଇନଥିଲେ । ଇସଲାମ … Continue reading ଭାରତର କେଉଁ ରାଜ୍ୟରେ ଅଛନ୍ତି ସବୁଠାରୁ କମ ମୁସଲମାନ ? ଓଡ଼ିଶାରେ ମୁସଲମାନଙ୍କ ସଂଖ୍ୟା ଜାଣିଲେ ହେବେ ତାଜୁବ