କେଉଁ ହିନ୍ଦୁ ରାଜାଙ୍କ ନାମରେ ନାମିତ ରାୱଲପିଣ୍ଡି ସହର? ଯେଉଁଠାରେ ଅଛି ପାକିସ୍ତାନ ସେନା ମୁଖ୍ୟାଳୟ

ପାକିସ୍ତାନର ଏକ ପ୍ରମୁଖ ସହର ରାଓ୍ଵାଲପିଣ୍ଡି ଉତ୍ତେଜନା ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚା ଓ ସମସ୍ୟାରେ ରହିଛି। କାରଣ ଏହା ହେଉଛି ସେହି ସହର, ଯେଉଁଠାରେ ବସି ପାକିସ୍ତାନୀ ଜେନେରାଲମାନେ ନିଷ୍ପତ୍ତି ନେଇଥାନ୍ତି ଯେ କେବେ ଓ କେଉଁଠାରେ ବୋମା ବିସ୍ଫୋରଣ କରାଯିବ, କେଉଁ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରାଯିବ, କାହାକୁ କିପରି ବ୍ୟବହାର କରାଯିବ। ଏହି ସହରରେ ହିଁ ପାକିସ୍ତାନୀ ସେନାର ମୁଖ୍ୟାଳୟ ରହିଛି। ଏଠାରୁ ହିଁ ଛଦ୍ମଯୁଦ୍ଧ ମଧ୍ୟ ପରିଚାଳିତ ହୋଇଥାଏ। ଐତିହାସିକ ସହର ରାଓ୍ଵାଲପିଣ୍ଡିର … Continue reading କେଉଁ ହିନ୍ଦୁ ରାଜାଙ୍କ ନାମରେ ନାମିତ ରାୱଲପିଣ୍ଡି ସହର? ଯେଉଁଠାରେ ଅଛି ପାକିସ୍ତାନ ସେନା ମୁଖ୍ୟାଳୟ